କାଳିଆ ଯୋଜନା ଫାଇନାଲ ଲିଷ୍ଟ, ଟଙ୍କା ମିଳିଯିବ ୨୬ତାରିଖ ସୁଦ୍ଧା

କାଳିଆ ଯୋଜନାର ଫାଇନାଲ୍ ଲିଷ୍ଟ ଆସିଗଲା
     ୨୬ ସୁଦ୍ଧା ସମସ୍ତଙ୍କ ଆକାଉଣ୍ଟକୁ ଯିବ ଟଙ୍କ।

ଓଡ଼ିଶା ସରକାରଙ୍କ କାଳିଆ ଯୋଜନାର ଫାଇନାଲ ଲିଷ୍ଟ ପ୍ରକାଶ ହେଇଯାଇଛି ଗତ 22 ତାରିଖରେ ଏହି ଲିଷ୍ଟ ଫାଇନାଲ  ଏହି ଲିଷ୍ଟରେ ଥିବା ସମସ୍ତ ଚାଷୀ ମାନଙ୍କୁ ଏହି ମାସ 26 ତାରିଖ ସୁଦ୍ଧା ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟ କୁ କାଳିଆ ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ କୁ ପଠାଇଦେବା ପାଇଁ ଘୋଷଣା କରାଯାଇଛି

ଘରେ ସାପ ପଶି ଯାଇଛି କି ?

ପ୍ରିୟ ପାଠକ ବନ୍ଧୁ ଯଦି ଆପଣଙ୍କ ଘର ଭିତରେ ସାପ ପସିଯାଇଛି ସାପ ପାଇଁ ଆପଣ ଚିନ୍ତିତ ଅଛନ୍ତି କେମିତି ବାହାରକୁ ବାହାର କରିବେ ସାପ କୁ । ସେଥିପାଇଁ ଚିନ୍ତା କରନ୍ତୁ ନାହ...