Net Guru Odia
Deals in : mobile tips and tricks, telecom news, social networking, recharge offers, online earning helping poor people's, online supporting govt scheme and all govt document providing etc Connect me: for your query patitapabandas6@gmail.com #onlinesupport, #govt scheme, #odia, #offers, #mobiletips and tricks, #netguruodia
ଘରେ ସାପ ପଶି ଯାଇଛି କି ?
ପ୍ରିୟ ପାଠକ ବନ୍ଧୁ ଯଦି ଆପଣଙ୍କ ଘର ଭିତରେ ସାପ ପସିଯାଇଛି ସାପ ପାଇଁ ଆପଣ ଚିନ୍ତିତ ଅଛନ୍ତି କେମିତି ବାହାରକୁ ବାହାର କରିବେ ସାପ କୁ । ସେଥିପାଇଁ ଚିନ୍ତା କରନ୍ତୁ ନାହିଁ, ଆମ ଘର ପାଖରେ ଥିବା ନିମାଇଁ ବାବୁଙ୍କ ସହ ଯୋଗାଯୋଗ କରନ୍ତୁ,
ବିସ୍ତୃତ ଭାବରେ ନିମ୍ନରେ ତାଙ୍କ ବିଷୟରେ ଲେଖୁଛି
ନାମ ନିମାଇଁ ଚରଣ ନାୟକ
ମୋବାଇଲ />Nimai Kaudiabarai:
9861585131; ସ୍ଥାନ କାଉଡ଼ିଆବରାଇ, ଗରଦ ପୁର କେନ୍ଦ୍ରାପଡା
FRAUD FRAUD FRAUD THIS COMPANY IS FULLY FRAUD Be careful Don't Resignation and Don't pay any Registration Fees After Registration they playing with you
କଟକ ଖବର-ଆଜ୍ଞା ହଁ ସତ କଥା ରାଜ୍ୟରେ ବେକାରୀ ସମସ୍ୟା ବଢି ବଢି ଚାଲିଥିବା ବେଳେ ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟକ୍ତି ନିରୀହ ଅଭାବୀ ଲୋକମାନଙ୍କୁ ଚାକିରୀ ଦେବାର ପ୍ରଲୋଭନ ଦେଖାଇ Registration ନାମରେ ଠକି ନେଉଛନ୍ତି ହଜାର ହଜାର ଟଙ୍କା
ଏହାପରେ HR INTERVIEW ନେଇ ଶୁଣେଇ ଦିଅନ୍ତି PREPARE NEXT TIMEମୋର କହିବା କଥା ହେଲା ଯୋଉ 1000/- ଟଙ୍କା ନେଲେ କଣ ପାଇଁ phone କଲେ nagative reply ମିଳେ
FRAUD COMPANY
Company Address-Panacifalife care management pvt Ltd
Arunadoya Nagar, Cuttack (near Kotak Mahindra gali) P,s, Madhupatna
Cuttack pin-753012, Odisha
Phone no-+91 86580 84625, 8456838657
ଏ ହେଉଛି ସେହି company ଯାହାର ନାମ ହେଉଛି Panacifalife Care management pvt Ltd
Panacifa Life care management pvt Ltdକିପରି fraud କରେ ଆସନ୍ତୁ ଜାଣିବା
Online job serching ରେ ପ୍ରତି ଦିନ ହଜାର ହଜାର ବେକାର ଯୁବକ ଯୁବତୀ job serch କରିଥାନ୍ତି ଏମାନେ mobile number ପାଇଗଲା ପରେ ପଛରେ ଲାଗି ଯାଇଥାନ୍ତି ଏମିତି motivate କରି ନିଅନ୍ତି ଓ office କୁ ଡାକି ମିଠା ମିଠା କଥା କହି Registration ନାମରେ Rs,1000/-ନେଇଥାନ୍ତି ଯାହା ଆଉ return ମିଳେନାହିଁ life time member ship କହି ଠକି ଥାନ୍ତି ଏହି ଫୋନ ନ ଦେଖନ୍ତୁ
+91 86580 84625 ଏହି ନ ଜଣେ ଯୁବତୀ use କରନ୍ତି ଯିଏକି କଥା କହିବାରେ ମାହୀର ଓ ବେକାର ଯୁବକ ଯୁବତୀଙ୍କୁ ଫସାଇବାରେ ଓସ୍ତାଦ
ଏହାପରେ ଆଉ ଜଣେ ଗୁପ୍ତା ଅଛି ଯିଏ ହଉଚି ମୁଖ୍ୟ ସର୍ଦାର ଏହି company ର H R କହୁଚି କହି ଫୋନ କରନ୍ତି ସେ ଫୋନ NO ଦେଖନ୍ତୁ
href="https://blogger.googleusercontent.com/img/b/R29vZ2xl/AVvXsEjou_DJSiOehiykEj9R_gQpfU8No27ck88_hP9a7hhQmcngfo6hTlYINXs3D1lNRvQhTqUMsF4PNjmFGqGAYawmhQrqC_J_U6jp-xboofDccio6Xv48djm7wVSEnp_8oeY8K0kRONrTpRS_Y4bD1Ou7kx8uvl-7J9kkQNam0XxAzVgWTl6dz8JpI6q-PJ2O/s1560/Screenshot_2023-08-27-12-36-54-32.png" style="margin-left: auto; margin-right: auto;"> |
8456838657 |
ଏହାପରେ HR INTERVIEW ନେଇ ଶୁଣେଇ ଦିଅନ୍ତି PREPARE NEXT TIME
Ama Kendrapara ଆସ ବୁଲିଯିବା ଆମ କେନ୍ଦ୍ରାପଡ଼ା
ଆସ ବୁଲି ଯିବା ଆମ କେନ୍ଦ୍ରାପଡା, କେନ୍ଦ୍ରାପଡାର କାହାଣୀ
ଆମ କେନ୍ଦ୍ରାପଡା ର ଅନ୍ୟ ନାମ ହେଉଛି ତୁଳସୀ କ୍ଷେତ୍ର
ଶ୍ରୀ ଶ୍ରୀ ଠାକୁର ବଳଦେବ ଜୀଉ କନ୍ଦରସୁର ନାମକ ରାକ୍ଷସକୁ ବଧ କରି ଏ ଜାଗର ନାମ ନାମ କେନ୍ଦ୍ରାପଡା ରହିଥିବା ବେଳେ
କନ୍ଦରସୁର ର କନ୍ୟା ତୁଳସୀକୁ ବିବାହ କରି ଏହି ସ୍ଥାନରେ ରହି ଥିବାରୁ ଏହାର ଅନ୍ୟ ନାମ ତୁଳସୀ କ୍ଷେତ୍ର ଅଟେ
କେନ୍ଦ୍ରାପଡ଼ା ର ପ୍ରସିଦ୍ଧ ରସବଳୀ ଦେଶ ବିଦେଶରେ ବେଶ ଖ୍ୟାତି ଓ ନାମ ଅର୍ଜନ କରିଛି
Pm Krishna 14th listing
ଭାରତ ସରକାରଙ୍କ ଏକ ସଫଳ ଯୋଜନା ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ବର୍ତ୍ତମାନ ସରକାରଙ୍କ ଦ୍ released ାରା ମୁକ୍ତ କରାଯାଉଛି, ବର୍ତ୍ତମାନ ସରକାର ଏହି ଯୋଜନାର ଅର୍ଥ ଆଧାର ମାଧ୍ୟମରେ ମୁକ୍ତ କରୁଛନ୍ତି, ଅର୍ଥାତ୍ ମୋଦୀ ସରକାର କୃଷକଙ୍କ ଆକାଉଣ୍ଟରେ ₹ 2000 କିସ୍ତି ଜମା କରିବେ, ଯାହା ମଧ୍ୟରେ ଅଧିକାରୀଙ୍କ ମଧ୍ୟରେ ନ ଯାଇ
YojanaPM-KisanInstallment14th କିସ୍ତି ରିଲିଜ୍ ତାରିଖ 27 ଜୁଲାଇ 2023 ରେଜିଷ୍ଟ୍ରା କୃଷକ 11 ସି ପେମେଣ୍ଟ ରିଲିଜ୍ 8.5c କେବଳ
କିନ୍ତୁ ଏହି ଟଙ୍କା ପାଇବା ଏତେ ସହଜ ନୁହେଁ, ଏଥିପାଇଁ ସରକାର ଦେଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥିତି ଯାଞ୍ଚ ହେବା ଆବଶ୍ୟକ, କେବଳ ସେତେବେଳେ ₹ 2000 ର କିସ୍ତି ଉପଲବ୍ଧ ହେବ।
ଏହା ସହିତ, ପ୍ରଧାନମନ୍ତ୍ରୀ କିଷାନ ସାମନ୍ ନିଧି ଯୋଜନାର ପରବର୍ତ୍ତୀ କିସ୍ତି ପାଇବା ପାଇଁ, ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍ ଏବଂ DBT ବିକଳ୍ପ ସକ୍ଷମ ହେବା ବାଧ୍ୟତାମୂଳକ, DBT ବିକଳ୍ପ ଅର୍ଥ ହେଉଛି ସରକାରଙ୍କ ଦ୍ୱାରା ପଠାଯାଇଥିବା ଅଂଶ ଅର୍ଥାତ୍ ସିଧାସଳଖ ଲାଭ ଟ୍ରାନ୍ସଫର, ଏହି ପଦ୍ଧତି ସରକାରଙ୍କ ଦ୍ୱାରା ବ୍ୟବହୃତ,
Subscribe to:
Posts (Atom)
ଘରେ ସାପ ପଶି ଯାଇଛି କି ?
ପ୍ରିୟ ପାଠକ ବନ୍ଧୁ ଯଦି ଆପଣଙ୍କ ଘର ଭିତରେ ସାପ ପସିଯାଇଛି ସାପ ପାଇଁ ଆପଣ ଚିନ୍ତିତ ଅଛନ୍ତି କେମିତି ବାହାରକୁ ବାହାର କରିବେ ସାପ କୁ । ସେଥିପାଇଁ ଚିନ୍ତା କରନ୍ତୁ ନାହ...
-
Hi friends I am pati patitapaban welcome my blog this is my blog, this blog deals with all recharge offers and all types of tech...
-
ପ୍ରିୟ ପାଠକ ବନ୍ଧୁ ଯଦି ଆପଣଙ୍କ ଘର ଭିତରେ ସାପ ପସିଯାଇଛି ସାପ ପାଇଁ ଆପଣ ଚିନ୍ତିତ ଅଛନ୍ତି କେମିତି ବାହାରକୁ ବାହାର କରିବେ ସାପ କୁ । ସେଥିପାଇଁ ଚିନ୍ତା କରନ୍ତୁ ନାହ...