FRAUD FRAUD FRAUD THIS COMPANY IS FULLY FRAUD Be careful Don't Resignation and Don't pay any Registration Fees After Registration they playing with you

କଟକ ଖବର-ଆଜ୍ଞା ହଁ ସତ କଥା ରାଜ୍ୟରେ ବେକାରୀ ସମସ୍ୟା ବଢି ବଢି ଚାଲିଥିବା ବେଳେ ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟକ୍ତି ନିରୀହ ଅଭାବୀ ଲୋକମାନଙ୍କୁ ଚାକିରୀ ଦେବାର ପ୍ରଲୋଭନ ଦେଖାଇ Registration ନାମରେ ଠକି ନେଉଛନ୍ତି ହଜାର ହଜାର ଟଙ୍କା
FRAUD COMPANY
Company Address-Panacifalife care management pvt Ltd
Arunadoya Nagar, Cuttack (near Kotak Mahindra gali) P,s, Madhupatna
Cuttack  pin-753012, Odisha
Phone no-+91 86580 84625, 8456838657


ଏ ହେଉଛି ସେହି company ଯାହାର ନାମ ହେଉଛି Panacifalife Care management pvt Ltd

Panacifa Life care management pvt Ltd 
କିପରି fraud କରେ ଆସନ୍ତୁ ଜାଣିବା
Online job serching ରେ ପ୍ରତି ଦିନ ହଜାର ହଜାର ବେକାର ଯୁବକ ଯୁବତୀ job serch କରିଥାନ୍ତି ଏମାନେ mobile number ପାଇଗଲା ପରେ ପଛରେ ଲାଗି ଯାଇଥାନ୍ତି ଏମିତି motivate କରି ନିଅନ୍ତି ଓ office କୁ ଡାକି ମିଠା ମିଠା କଥା କହି Registration ନାମରେ Rs,1000/-ନେଇଥାନ୍ତି ଯାହା ଆଉ return ମିଳେନାହିଁ life time member ship କହି ଠକି ଥାନ୍ତି ଏହି ଫୋନ ନ ଦେଖନ୍ତୁ

+91 86580 84625 ଏହି ନ ଜଣେ ଯୁବତୀ use କରନ୍ତି ଯିଏକି କଥା କହିବାରେ ମାହୀର ଓ ବେକାର ଯୁବକ ଯୁବତୀଙ୍କୁ ଫସାଇବାରେ ଓସ୍ତାଦ
       ଏହାପରେ ଆଉ ଜଣେ ଗୁପ୍ତା ଅଛି ଯିଏ ହଉଚି ମୁଖ୍ୟ ସର୍ଦାର ଏହି company ର H R କହୁଚି କହି ଫୋନ କରନ୍ତି  ସେ ଫୋନ NO ଦେଖନ୍ତୁ



href="https://blogger.googleusercontent.com/img/b/R29vZ2xl/AVvXsEjou_DJSiOehiykEj9R_gQpfU8No27ck88_hP9a7hhQmcngfo6hTlYINXs3D1lNRvQhTqUMsF4PNjmFGqGAYawmhQrqC_J_U6jp-xboofDccio6Xv48djm7wVSEnp_8oeY8K0kRONrTpRS_Y4bD1Ou7kx8uvl-7J9kkQNam0XxAzVgWTl6dz8JpI6q-PJ2O/s1560/Screenshot_2023-08-27-12-36-54-32.png" style="margin-left: auto; margin-right: auto;">
8456838657

 ଏହାପରେ HR INTERVIEW ନେଇ ଶୁଣେଇ ଦିଅନ୍ତି PREPARE NEXT TIME 
ମୋର କହିବା କଥା ହେଲା ଯୋଉ 1000/-  ଟଙ୍କା ନେଲେ କଣ ପାଇଁ phone କଲେ nagative reply ମିଳେ
 


No comments:

Post a Comment

ଘରେ ସାପ ପଶି ଯାଇଛି କି ?

ପ୍ରିୟ ପାଠକ ବନ୍ଧୁ ଯଦି ଆପଣଙ୍କ ଘର ଭିତରେ ସାପ ପସିଯାଇଛି ସାପ ପାଇଁ ଆପଣ ଚିନ୍ତିତ ଅଛନ୍ତି କେମିତି ବାହାରକୁ ବାହାର କରିବେ ସାପ କୁ । ସେଥିପାଇଁ ଚିନ୍ତା କରନ୍ତୁ ନାହ...